୬ଟି ଜିଲ୍ଲା ପାଇଁ ନୂତନ ସଭାପତିଙ୍କୁ ନିଯୁକ୍ତ କଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ଆଜି ୬ଟି ଜିଲ୍ଲା ପାଇଁ ବିଜେଡିର ନୂତନ ସଭାପତିଙ୍କ ନାମ ବିଜେଡି ସୁପ୍ରିମୋ ନିଯୁକ୍ତ କରିଛନ୍ତି। ଢେ଼ଙ୍କାନାଳ ଜିଲ୍ଲା ପାଇଁ ସଭାପତି ଭାବେ ଡ଼.ନୃସିଂହ ଚରଣ ସାହୁ, ବାଲେଶ୍ୱର ପାଇଁ ଅଶ୍ୱିନୀ କୁମାର ପାତ୍ର, କୋରାପୁଟ ପାଇଁ ଝିନ ହିକକା, ବରଗଡ଼ ପାଇଁ ପ୍ରଭାସ କୁମାର ସିଂହ, ରାଉରକେଲା ପାଇଁ ହାଲୁ ମୁଣ୍ଡାରୀ, ଝାରସୁଗୁଡା ଜିଲ୍ଲା ବିଜେଡିର ନୂତନ ସଭାପତି ଭାବେ ରବି ସିଂହଙ୍କୁ ନିଯୁକ୍ତ କରାଯାଇଛି। ସେହିପରି … Continue reading ୬ଟି ଜିଲ୍ଲା ପାଇଁ ନୂତନ ସଭାପତିଙ୍କୁ ନିଯୁକ୍ତ କଲେ ବିଜେଡି ସୁପ୍ରିମୋ